This browser does not support the video element.
ବୌଦ୍ଧ ସଦର: ଗୁଦୁଗୁଦା ନାଲ ନିକଟରେ ବୃ୍ଷରୋପଣ ପାଇଁ ପରିଦର୍ଶନ କରି ସମୀକ୍ଷା କଲେ ସିଡ଼ିଓ
Baudh Sadar, Boudh (Bauda) | Sep 12, 2025
ବୌଦ୍ଧ ବ୍ଲକ ଖଲିଆପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୁଦୁଗୁଦା ନାଲ ନିକଟକୁ ପରିଦର୍ଶନ କରି ସମୀକ୍ଷା କରିଛନ୍ତି ବୌଦ୍ଧ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ପ୍ରଭାସ ଦଣ୍ଡସେନା l ଉକ୍ତ ସ୍ଥାନରେ ପାଞ୍ଚଶହ ବୃକ୍ଷ ରୋପଣ କରାଯିବ ସେଥିପାଇଁ ସ୍ତିତି ସମୀକ୍ଷା କରିଛନ୍ତି l ଉକ୍ତ ସମୟରେ ବ୍ଲକ ଆସିନ୍ତାଣ୍ଡ ଇଞ୍ଜିନିୟର,ପଂଚାୟତ Ado ପ୍ରମୁଖ ଉପସ୍ଥିତ ଥିଲେ