This browser does not support the video element.
ଜଗତସିଂହପୁର: ବ୍ରାହ୍ମଣବାଡ଼ି ଗ୍ରାମରୁ ଜଣେ ବ୍ୟକ୍ତିଙ୍କ ଠାକୁରଘର ଭିତରୁ ବିଷାକ୍ତ ନାଗସାପ ଉଦ୍ଧାର
Jagatsinghapur, Jagatsinghpur | Sep 9, 2025
ବ୍ରାହ୍ମଣବାଡି ଗ୍ରାମରୁ ଜଣେ ବ୍ୟକ୍ତିଙ୍କ ଠାକୁରଘରୁ ଏକ ବିଷାକ୍ତ ନାଗସାପ ଉଦ୍ଧାର । ଆଜି ସକାଳ ୮ ଟା ସମୟରେ ଜଗତସିଂହପୁର ବ୍ରାହ୍ମଣବାଡ଼ି ଗ୍ରାମର ଭାଗ୍ୟଧର ସେଠି ନାମକ ଜଣେ ବ୍ୟକ୍ତିଙ୍କ ଠାକୁଘର ଭିତରେ ଏକ ବିଷାକ୍ତ ନାଗସାପ ଦେଖିବାକୁ ମିଳିଥିଲା । ପରେ ସାପଧରାଳି ବନବିହାରି ଦାସଙ୍କୁ ଖବର ଦେଲାପରେ ବନବିହାରି ଦାସ ସେଠାରେ ପହଞ୍ଚି ବିଷାକ୍ତ ନାଗସାପକୁ ଉଦ୍ଧାର କରିଥିବା ଦେଖିବାକୁ ମିଳିଛି