This browser does not support the video element.
ସୁକିନ୍ଦା: ଗିରିଙ୍ଗାମାଳି ଗ୍ରାମରେ ଈଶ୍ବର ଚନ୍ଦ୍ର ମହାନ୍ତଙ୍କ ଶେଷ ଦର୍ଶନ କଲେ ଅନେକ ବିଶିଷ୍ଠ ବ୍ୟକ୍ତି
Sukinda, Jajpur | Sep 13, 2025
ଓଡ଼ିଶା ଡ୍ରାଇଭର ମହାସଂଘ ସୁକିନ୍ଦା ବ୍ଲକ କାଳିଆପାଣି ଥାନା କାଙ୍କଡ଼ପାଳ ପଞ୍ଚାୟତ ଶାଖା ସଭାପତି ଈଶ୍ବର ଚନ୍ଦ୍ର ମହାନ୍ତଙ୍କର ଏକ ସଡ଼କ ଦୁର୍ଘଟଣାରେ ଶୋଚନୀୟ ମୃତ୍ୟୁ ହୋଇଛି । ଈଶ୍ବର ଚନ୍ଦ୍ର ମହାନ୍ତଙ୍କ ଶବ ତାଙ୍କ ଗ୍ରାମ ଗିରୀଙ୍ଗାମାଳି ଗ୍ରାମରେ ପହଞ୍ଚିବା ପରେ ତାଙ୍କ ବାସ ଗୃହରେ ପୂର୍ବତନ ମନ୍ତ୍ରୀ ପ୍ରିତିରଞ୍ଜନ ଘଡାଇ ଓ ପୂର୍ବତନ ଜିଲ୍ଲା ପରିଷଦ ରମଣୀ ରଞ୍ଜନ ବଳସାମନ୍ତଙ୍କ ସହିତ ଅନେକ ବିଶିଷ୍ଠ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଛନ୍ତି ।