Download Now Banner

This browser does not support the video element.

ରେଢାଖୋଲ: ପୁରୁଣା ଗଡ ଗ୍ରାମର ଛକରୁ ବାଇକ ଓ ମୋବାଇଲ ଲୁଟ , ଅଭିଯୁକ୍ତ ଗିରଫ

Rairakhol, Sambalpur | Sep 28, 2025
ପୁରୁଣା ଗଡ ଗ୍ରାମର ଛକରୁ ବାଇକ ଓ ମୋବାଇଲ ଲୁଟ , ଅଭିଯୁକ୍ତ ଗିରଫ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ପୁରୁଣା ଗଡ ଗ୍ରାମର ଛକରୁ ସୋମବାର ସକାଳେ ଜଣେ ବ୍ୟକ୍ତିଙ୍କ ବାଇକ ଓ ମୋବାଇଲ ଲୁଟ ହୋଇଥିବା ନେଇ ରେଢ଼ାଖୋଲ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଡମଗଡ ଗ୍ରାମର ଶ୍ରୀଧର ପ୍ରଧାନ ତାଙ୍କ ଛୁଆ କୁ ଟିଉସନ ପଢ଼ାଇବା ପାଇଁ ରେଢ଼ାଖୋଲ ସହରକୁ ଆସୁଥିଲେ ହେଲେ ପୁରୁଣାଗଡ ଛକରେ ପୁରୂଣାଗଡ ଗ୍ରାମର ସୁଶାନ୍ତ ସାହୁ ନାମକ ଜଣେ ଯୁବକ ଶ୍ରୀଧର ପ୍ରଧାନଙ୍କ ବାଇକ ଓ ମୋବାଇଲ ଜୋର ଜବରଦସ୍ତି ଲୁଟି ନେଇଥିଲେ । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ସୁଶାନ୍ତ ସାହୁ କୁ ଗିରଫ କରିଛି
Read More News
T & CPrivacy PolicyContact Us