Download Now Banner

This browser does not support the video element.

ଜୟପୁର: ବଡ ଏକଦାଶୀ ଅବସରରେ ଜୟପୁର ଜଗନ୍ନାଥ ମନ୍ଦିରରେ ଶ୍ରୀଜିଉ ରୌପ୍ୟ ବେଶରେ ଭକ୍ତଙ୍କୁ ଦେଲେ ଦର୍ଶନ

Jeypore, Koraput | Sep 3, 2025
ବଡ ଏକଦାଶୀ ଅବସରରେ ଜୟପୁର ଜଗନ୍ନାଥ ମନ୍ଦିରରେ ଶ୍ରୀଜିଉ ରୌପ୍ୟ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଏହା ସହ ମନ୍ଦିରରେ ସ୍ୱତନ୍ତ୍ର ନିତି କାନ୍ତି ଆଳତି କରାଯାଇଥିବା ଆଜି ସଂନ୍ଧ୍ୟା 6ଟାରେ ମନ୍ଦିରର ମୁଖ୍ୟ ପୁରୋହିତ ଡମ୍ବୁର ଧର ପଣ୍ଡା ଓ ଜଗନ୍ନାଥ ତ୍ରିପାଠି ସୁଚନା ଦେଇଛନ୍ତି । ଏହା ସହ ବଲ୍ଲଭ ନାରାୟଣଙ୍କୁ ମଧ୍ୟ ରୌପ୍ୟ ବେଶରେ ସଜ୍ଜିତ କରାଯାଇଥିବା ବେଳେ ସ୍ୱତନ୍ତ୍ର ନିତି କାନ୍ତ କରାଯାଇଛି । କଣ୍ଡାରା ସାହି ସ୍ଥିତ ଲକ୍ଷ୍‌ମୀ ନୃସିଂହ ମନ୍ଦିରେ ମଧ୍ୟ ସ୍ୱତନ୍ତ୍ର ନିତି କାନ୍ତ କରାଯାଇଥିବା ପୁରୋହିତ ସୁନିଲ ଆଚାଯ୍ୟ ସୁଚନା ଦେଇଛନ୍ତି ।
Read More News
T & CPrivacy PolicyContact Us