This browser does not support the video element.
ସୋନପୁର: ସୁବଳୟା ମହାନଦୀ ରାସ୍ତାରେ ଗଛ ଭାଙ୍ଗି ରାସ୍ତା ଅବରୋଧ, ସ୍ୱାଭାବିକ କଲା ଅଗ୍ନିଶମ ବାହିନୀ
Sonapur, Subarnapur (Sonepur) | Sep 11, 2025
ସୂଚନା ଅନୁସାରେ ଆଜକୁ ଚାରିଦିନ ତଳେ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ମହାନଦୀ ରାସ୍ତା ପାର୍ଶ୍ୱରେ ଥିବା ଏକ ବିରାଟକାୟ ବରଗଛ ଭାଙ୍ଗି ରାସ୍ତା ଉପରେ ପଡିଯିବାରୁ ଦୀର୍ଘ ଚାରିଦନ ହେଲା ରାସ୍ତା ଅବରୋଧ ହୋଇଥିଲା , ଫଳରେ ଜନସାଧାରଣଙ୍କ ଯାତାୟାତରେ ଅସୁବିଧା ସୃଷ୍ଟି ହେଉଥିଲା l ଆଜି ଏନେଇ ବିରାମହରାଜପୁର ଅଗ୍ନିଶମ ବାହିନୀକୁ ଖବର ଦେବାରୁ,ଅପରାହ୍ନ 3 ଘଣ୍ଟା ସମୟରେ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ଗଛକୁ କାଟିବା ସହିତ ରାସ୍ତାକୁ ସ୍ୱାଭାବିକ କରିଥିବା ଦେଖିବାକୁ ମିଳିଛି l