Download Now Banner

This browser does not support the video element.

ଡାବୁଗାଁ: ପରଶୁବେଡା କୁ ନୂତନ ପଞ୍ଚାୟତ ପାଇଁ ଦାବି କରି ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ

Dabugan, Nabarangpur | Sep 26, 2025
ପରଶୁବେଡା କୁ ପଞ୍ଚାୟତ ଘୋଷଣା ଦାବୀ ଜୋର ଧରିଲା ସୂଚନାଯୋଗ୍ୟ ଡାବୁଗାଁ ବ୍ଲକ ଅନ୍ତର୍ଗତ ବୋରିଗାଁ ପଞ୍ଚାୟତ ଏକ ବଡ଼ ପଞ୍ଚାୟତ ଅଟେ। ପରଶୁବେଡା, ମେଣ୍ରା, ଗଦମା , ଖୁଟଗୁଡା, ଆମ୍ବାଗୁଡା, ମେଣ୍ଡରିଗୁଡା, ତଥା ଆହୁରି ପ୍ରାୟ ୧୦ଟି ହାମଲେଟ୍ କୁ ନେଇ ପରଶୁବେଡା ନାମରେ ଏକ ନୂତନ ପଞ୍ଚାୟତ ପାଇଁ ଆଜି ଜିଲ୍ଲାପାଳଙ୍କୁ ସ୍ଥାନୀୟ ବିଡ଼ିଓ ଶରତ ମିଝୀ ଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି। ଏହି ଅବସରରେ ପୂର୍ବତନ ସରପଂଚ ରୈନୁ ପୂଜାରୀ, ବରିଷ୍ଠ ଆଇନଜୀବି ଜୟନ୍ତ କୁମାର ପାତ୍ର, ଓ୍ବାର୍ଡ ମେମ୍ବର ମାନସିଂ ଭତ୍ରା, ବିଘଲ ଭତ୍ରା, ବୁଦୁରୁ ଭତ୍ରା ଓ ଅନ୍ୟମାନେ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us