Download Now Banner

This browser does not support the video element.

ବାଲିକୁଦା: କଂସାରୀକୁଦ ଗ୍ରାମରୁ ଗିରଫ ଜୁଆଡିକୁ କୋର୍ଟ ଚାଲାଣ କଲା ପୋଲିସ

Balikuda, Jagatsinghpur | Apr 20, 2024
ଗତକାଲି କଂସାରୀକୁଦ ଗ୍ରାମରେ ଜୁଆ ଖେଳ ଉପରେ ପୋଲିସ ଚଢ଼ାଉ କରିଥିଲା l ଚଢ଼ାଉ ସମୟରେ ଅଭିଯୁକ୍ତ ପ୍ରମୋଦ ଲେଙ୍କାକୁ ଗିରଫ କରିଥିଲା l ଶନିବାର ପୋଲିସ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛିl
Read More News
T & CPrivacy PolicyContact Us