Download Now Banner

This browser does not support the video element.

ରାଉରକେଲା ମ୍ୟୁନିସିପାଲଟି: ରାଉରକେଲା "ଦ ହ୍ୟୁମାନଟି ଫାଉଣ୍ଡେସନ" ଯବାନମାନଙ୍କ ସୁରକ୍ଷା ପାଇଁ ଛେଣ୍ଡ ସ୍ଥିତ BSNLଛକପାଖ ହନୁମାନମନ୍ଦିର ପ୍ରାଙ୍ଗଣ ରେ ଅଖଣ୍ଡଦୀପ ଜାଳିଲେ

Raurkela M, Sundargarh | Sep 2, 2025
ସେପ୍ଟେମ୍ବର ୨ତାରିଖ ଅପରାହ୍ନ ୪ଟା ସମୟରେ."ଦ ହ୍ୟୁମାନଟି ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ଦିପ୍ତିମୟୀ ସୁନ୍ଦରାୟଙ୍କ ସହଯୋଗରେ ଦେଶର ଯବାନମାନଙ୍କ ସୁରକ୍ଷା ପାଇଁ ଅଖଣ୍ଡଦୀପ ଜଳାଇବାସହ ପୂଜାର୍ଚ୍ଚନା କରାଗଲା,ଏହି କାର୍ଯ୍ୟ ପାଇଁ ସ୍ଥାନୀୟ ବୁଦ୍ଧିଜୀବିମାନେ ଭୁୟସୀ ପ୍ରଶଂସା କରିଥିଲେ,ଏହି ସୁନ୍ଦର କାର୍ଯ୍ୟକ୍ରମରେ ସଂସ୍ଥାର ଅଧ୍ୟକ୍ଷା ଶ୍ରୀମତୀ ଦିପ୍ତିମୟୀ ସୁନ୍ଦରାୟ, ସମ୍ପାଦିକା ଲିନା ତ୍ରିପାଠୀ, ସହସମ୍ପାଦିକା ଶୁଭଲକ୍ଷ୍ମୀ ପାତ୍ର,ଗ୍ରେସୀ ଡେଭିଡ, ଶୁଭଶ୍ରୀ ସ୍ୱାଇଁ,ଗରିମା ପତ୍ରି, ବିଜୟ ସୁନ୍ଦରାୟ ଉପସ୍ଥିତ ରହି ପୂଜାର୍ଚନାରେ ସମସ୍ତ ପ୍ରକାର ସାହାଯ୍ୟ କରିଥିଲେ
Read More News
T & CPrivacy PolicyContact Us