Install App
jagatsinghpur224
This browser does not support the video element.
ଜଗତସିଂହପୁର: CWC ସଭ୍ୟଙ୍କ NGO ର ମହିଳା କୋଅର୍ଡିନେଟରଙ୍କୁ ଅସଦାଚରଣ ଘଟଣାରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ନିକଟରେ ପ୍ରତିକ୍ରିୟା ରଖୁଲେ ସୁଶାନ୍ତ କାନୁନଗୋ
Jagatsinghapur, Jagatsinghpur | Aug 28, 2025
ଜଗତସିଂହପୁର CWC ସଭ୍ୟଙ୍କ ଦ୍ୱାରା ଏକ NGOର ମହିଳା ଜିଲ୍ଲା କୋଅର୍ଡିନେଟରଙ୍କୁ ଅସଦାଚରଣ ଘଟଣାରେ ପ୍ରତିକ୍ରିୟା ରଖିଲେ ସୁପ୍ରିମକୋର୍ଟ ଆଇନଜୀବୀ ସୁଶାନ୍ତ କାନୁନଗୋ । ସଭ୍ୟଙ୍କ ଅସଦାଚରଣ ଘଟଣା ନେଇ ମହିଳା କୋଅର୍ଡିନେଟର ଥାନାରେ ଅଭିଯୋଗ ପରେ CWC ର ଅନ୍ୟ ଅଧିକାରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବିକରି ସୁଶାନ୍ତ କାନୁନଗୋ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ନିକଟରେ ସକାଳ ୧୦ ଟା ସମୟରେ ନିଜର ପ୍ରତିକ୍ରିୟା ରଖିଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!