This browser does not support the video element.
ଆଠମଲ୍ଲିକ: ମାଧପୁର ର ଡିଗିପଦରରେ ବିଜେପିର ମିଶ୍ରଣ ପର୍ବ ,ବିଜେପିରେ ମିଶିଲେ ଶତାଧିକ କଂଗ୍ରେସ ଓ ବିଜେଡି କର୍ମୀ
Athmallik, Angul | Apr 29, 2024
ଆଠମଲ୍ଲିକ ବିଜେପି ପକ୍ଷରୁ ମାଧପୁର ପଞ୍ଚାୟତରେ ଏକ ମିଶ୍ରଣ ପର୍ବ ରବିବାର ଅନୁଷ୍ଠିତ ହୋଇଯାଇଛି। ନାରୀନେତ୍ରୀ ଇଂ ପ୍ରିୟଦର୍ଶିନୀ ସ୍ଵାଇଁଙ୍କ ନେତୃତ୍ବରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ପ୍ରାୟ 2ଶହ ରୁ ଅଧିକ କଂଗ୍ରେସ ଓ ବିଜେଡ଼ି କର୍ମୀ ବିଜେପିରେ ସାମିଲ ହୋଇଛନ୍ତି। ଆଠମଲ୍ଲିକ ବିଧାୟକ ପ୍ରାର୍ଥୀ ସଞ୍ଜୀବ କୁମାର ସାହୁ, ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ, ଜିଲ୍ଲା କୋଶାଧକ୍ଷ ବିଶ୍ଵଜିତ ମିଶ୍ର,ମଣ୍ଡଳ ସଭାପତି ବିଜୟାନନ୍ଦ ପ୍ରଧାନ,ଚିତ୍ତରଞ୍ଜନ ପ୍ରଧାନ,ସାଧାରଣ ସମ୍ପାଦକ ପ୍ରକାଶ ସାହୁ , ସମ୍ୟରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସମସ୍ତଙ୍କୁ ସ୍ଵାଗତ କରିଥିଲେ ।