This browser does not support the video element.
ଧର୍ମଗଡ: ଧର୍ମଗଡ ବାଗମାରୁ ପଡା ରେ ଗଣେଶ ଙ୍କ ଭସାଣି ଯାତ୍ରା ଅନୁଷ୍ଠିତ
Dharamgarh, Kalahandi | Sep 3, 2025
ଶ୍ରୀ ଗଣେଶ ପୂଜା ପାଇଁ ଧର୍ମଗଡ ସହର ଉତ୍ସବ ମୁଖର ଓ ଚଳଚଞ୍ଚଳ ହୋଇ ଉଠିଛି।ଧର୍ମଗଡ ବାଗମାରୁ ପଡା ରେ ଗଣେଶ ପୂଜା ହୋଇଥିବା ବେଳେ ବୁଧବାର ସନ୍ଧ୍ୟା ୬ ଟା ରୁ ଗଣେଶ ଙ୍କ ଭସାଣୀ ଯାତ୍ରା ଅନୁଷ୍ଠିତ ହୋଇଥିଲା । ପୂଜା କମିଟି ତରଫରୁ ଆୟୋଜିତ ହୋଇଥିବା ଗଣେଶ ମୂର୍ତ୍ତି କୁ ବିସର୍ଜନ କରିଥିଲେ।ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇ ଯାଇଥିଲା ଗଣେଶ ଙ୍କ ଭସାଣି ଯାତ୍ରା ।