Download Now Banner

This browser does not support the video element.

ବାଲିଗୁଡା: ଟେଂଗେରି ଛକ ନିକଟରେ ଅଟୋ ଓ ବାଇକ ମୁହାଁମୁହିଁ 4 ଗୁରୁତର

Baliguda, Kandhamal | Aug 21, 2025
କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ପରମପଙ୍ଗା 59 ତମ ରାଜ୍ୟ ରାଜପଥ ଗୁମୁଡୁମାହା, ଟେଂଗେରି ଛକ ନିକଟରେ ଅଟୋ ଓ ବାଇକ ମୁହାଁମୁହିଁ 4 ଗୁରୁତର। ଅଟୋ ଟି ବାଲିଗୁଡା ଠାରୁ ଟେଂଗେରି ଗ୍ରାମକୁ ଯାଉଥିଲା।ଅଟୋ ଟି ଛକ ନିକଟରେ ବାମ ପଠୁ ଡାହାଣ ପଟେ ଯାଉଥିବା ସମୟରେ କୁର୍ତମଗଡ ପଠୁ ଦ୍ରୁତଗତିରେ ଆସି ଅଟୋଟିକୁ ଧୋକା ଦେଇଥିଲା ଯାହାରିଫଳରେ ଅଟୋ ଡ୍ରାଇଭର ପାଖରେ ବସିଥିବା ବ୍ୟକ୍ତି ଗୁରୁତ୍ୱର ହାଇଥିବା ସୂଚନା ମିଳିଛି ଏବଂ ପୋଲସର ବାଇକ ଚାଳକ ସହ ବାଇକ ରେ ବସିଥିବା ବ୍ୟକ୍ତି ମଧ୍ୟ ଗୁରୁତ୍ୱର ହଇଛନ୍ତି।ଗୁରୁତର ବ୍ୟକ୍ତି ମାନଙ୍କୁ ଯିବା ଆସିବା କରୁଥିବା ଲୋକମାନେ ଦେଖି ତୁରନ୍ତ 108
Read More News
T & CPrivacy PolicyContact Us