This browser does not support the video element.
ବରଗଡ: ମହିଳା ସମିତି କାର୍ଯ୍ୟାଳୟରେ ଜନସାଥୀ ଲେଙ୍ଗୁ ମିଶ୍ରଙ୍କ 31 ତମ ଶ୍ରାଦ୍ଧ ବାର୍ଷିକୀ ସଭାରେ ଯୋଗଦେଲେ ରେଢ଼ାଖୋଲ ବିଧାୟକ
Bargarh, Bargarh (Baragarh) | Sep 12, 2025
ଜନସାଥୀ ଲେଙ୍ଗୁ ମିଶ୍ର ଙ୍କ ଆଜି ୩୧ ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ବରଗଡ଼ ମହିଳା ସମିତି ପକ୍ଷରୁ ଶୁକ୍ରବାର ସନ୍ଧ୍ୟା 7 ଘଣ୍ଟା ସମୟରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ବିଧାନସଭାରେ ବିରୋଧୀ ଦଳର ଉପନେତା ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିଲେ। ସେ ତାଙ୍କ ଶ୍ରଦ୍ଧାଞ୍ଜଳି ରେ କହିଥିଲେ, ଏ ଅଞ୍ଚଳର ମଣିଷ ପାଇଁ, ମାଟି ପାଇଁ କିଛି କରିଯିବାର ପ୍ରଚଣ୍ଡ ସଂକଳ୍ପ ସହିତ ପ୍ରତିଟି ଦୁଃଖୀ ମଣିଷର ଲେଙ୍ଗୁ ମିଶ୍ର ଥିଲେ ଅନ୍ତରର ବନ୍ଧୁ।