Download Now Banner

This browser does not support the video element.

କଟକ ପୌରାଞ୍ଚଳ: ବିକଟାଳ ଶଦ୍ଧ ସୃଷ୍ଟି କରୁଥିବା ବାଇକ ବିରୋଧରେ ବୋଟ କ୍ଲବସ୍ଥିତ ରିଙ୍ଗ ବନ୍ଧରେ ସୋମବାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଟ୍ରାଫିକ୍‌‌ ପୁଲିସ

Cuttack M Corp PS, Cuttack | Sep 8, 2025
ବିକଟାଳ ଶଦ୍ଧ ସୃଷ୍ଟି କରୁଥିବା ବାଇକଙ୍କ ବିରୋଧରେ ସୋମବାର ରାତି ୮ଟାରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି ଟ୍ରାଫିକ୍‌‌ ପୁଲିସ। ବୋଟ କ୍ଲବ ସ୍ଥିତ ମହାନଦୀ ରିଙ୍ଗ ବନ୍ଧରେ ଜଗିରହି ଅମାନିଆ ଚାଳକଙ୍କୁ କାବୁ କରିବା ସହିତ ସେମାନଙ୍କ ବୁଲେଟକୁ ଜବତ କରିଥିଲେ। ଏହି ସବୁ ବାଇକ୍‌‌ରେ ବିକଟାଳ ଶଦ୍ଧ ସୃଷ୍ଟିକାରୀ ସାଇଲେନ୍ସର ଲାଗିଥିବା ଦେଖିବାକୁ ମିଳିଥିଲା। ୧୭ ଟି ଗାଡିରୁ ସିଲେନ୍ସର ଜବତ କରିଛି ଲୋ
Read More News
T & CPrivacy PolicyContact Us