Install App
publicnewskadambini
This browser does not support the video element.
ପଟ୍ଟାଙ୍ଗୀ: ନନ୍ଦପୁରରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ସମାରୋହ ଅବସରରେ ପ୍ରବନ୍ଧ ପ୍ରତିଯୋଗିତା,କୃତିତ୍ବ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ
Pottangi, Koraput | Sep 26, 2025
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶସକ୍ତି କରଣ ବିଭାଗ ଓଡ଼ିଶା ସରକାର ଙ୍କ ଅନୁକୁଲ୍ୟ ରେ ନନ୍ଦପୁର ବ୍ଲକ ର ସୌନଜ ରେ ଅନୁଷ୍ଠିତ ବରିଷ୍ଠ ନାଗରିକ ସମାରୋହ ଦିବସ ଅବସର ରେ ନନ୍ଦପୁର ବ୍ଲକ ରେ ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ପ୍ରବନ୍ଧ ଲିଖନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ ପ୍ରବନ୍ଧ ପ୍ରତିଯୋଗିତା ରେ କୃତିତ୍ବ ଛାତ୍ର ଛାତ୍ରୀ ମାନଙ୍କୁ ନନ୍ଦପୁର ବିଡ଼ିଓ ଦୁର୍ଗା ପ୍ରସାଦ ଦୋରା ପୁରସ୍କାର ପ୍ରଦାନ କରିଥିବା ଅପରାହ୍ନ ୪ଟା ସମୟରେ ସୂଚନା l
Share
Read More News
T & C
Privacy Policy
Contact Us
Your browser does not support JavaScript!