Download Now Banner

This browser does not support the video element.

ଜୁଜୁମୁରା: ହିରୋ ଓ ପେଟୁପାଲି ଗ୍ରାମର ରାସ୍ତାରେ ୪ ଟିକିଆ ହାତୀ ପଲ

Jujomura, Sambalpur | Sep 27, 2025
ହିରୋ ଓ ପେଟୁପାଲି ଗ୍ରାମର ରାସ୍ତାରେ ୪ ଟିକିଆ ହାତୀ ପଲ ସମ୍ବଲପୁର ଜିଲ୍ଲା ମାନେଶ୍ୱର କିସିଣ୍ଡା ରାସ୍ତାର ଜୁଜୁମୁରା ବ୍ଳକ ହିରୋ ଓ ପେଟୁପାଲି ଗ୍ରାମ ର ରାସ୍ତାରେ ଶନିବାର ଅପରାହ୍ନରେ ୪ଟିକିଆ ହାତୀପଲ ଦେଖିବାକୁ ମିଳିଥିଲା । ହାତୀ ମାନେ ରାସ୍ତା ଉପରେ ଥିବାରୁ ଲୋକେ ଯିବା ଆସିବା କରି ନ ପାରି ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ତେବେ ରାତିରେ ଲୋକ ମାନଙ୍କ ଧାନ ଫସଳ ସବୁ ମାଡି ଦଳି ନଷ୍ଟ କରି ଦେଉଛନ୍ତି । ସେପଟେ ହିରୋ ଲଦଲଦି ଜଂଗଲରେ ୨୫ ଟିକିଆ ହାତୀ ପଲ ଥିବା ଜଣାପଡିଛି।
Read More News
T & CPrivacy PolicyContact Us