This browser does not support the video element.
ପିପିଲି: ଅଟ୍ରାଇ ଗେଟ ନିକଟରେ ଟ୍ରକ୍ ଧକ୍କାରେ ମହିଳାଙ୍କ ମୃତ୍ୟୁ, ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇ ପୋଲିସର ତଦନ୍ତ ଜାରି
Pipili, Puri | Sep 12, 2025
ଆଜି ପୂର୍ବାହ୍ନ ୧୧ଟାରେ ପିପିଲି - ଜଟଣୀ ରାସ୍ତାର ଅଟ୍ରାଇ ଗେଟ ନିକଟରେ ବାଇକରୁ ଓହ୍ଲାଉ ଥିବା ଜଣେ ମହିଳାଙ୍କ ମୁଣ୍ତରେ ଟ୍ରକ୍ ଚଡ଼ିଯିବାରୁ ଘଟଣା ସ୍ଥଳରେ ମହିଳାଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ଡେଲାଙ୍ଗ ଥାନା ରତାପଡ଼ା ଗ୍ରାମର ମଙ୍ଗୁ ପରିଡ଼ାଙ୍କ ପତ୍ନୀ ଲତା ପରିଡା ବୋଲି ଜଣା ପଡିଛି। ମଙ୍ଗୁ ପତ୍ନୀ ଲତାଙ୍କ ସହିତ ଏକ ବାଉକ୍ ରେ ଜଟଣୀରୁ ପିପିଲି ଅଭିମୁଖେ ଆସୁଥିବା ସମୟରେ ଅଟ୍ରାଇ ଗେଟ ନିକଟରେ ମଙ୍ଗୁ ବାଇକ୍ ରଖିବା ପରେ ଲତା ବାଇକ୍ ରୁ ଓଲ୍ହାଉ ଥିବା ବେଳେ ପଛରୁ ଆସୁଥିବା ଏକ ଟ୍ରକ୍ ଲତା ଙ୍କୁ ଧକ୍କା ଦେଇଥିଲା। ଲତା ତଳେ ପଡ଼ିଯିବା ସମୟରେ ଟ୍ରକ୍ ଚକା ତାଙ୍କ ମ