Install App
baripada_news
This browser does not support the video element.
ବାରିପଦା ମ୍ୟୁନିସିପାଲଟି: ବାରିପଦା PRM ମେଡିକାଲର ମେଲ ସର୍ଜିକାଲ ୱାର୍ଡରେ ଛାତରୁ ଖସିଲା ଢଳେଇ, ପ୍ରତିକ୍ରିୟା ରଖିଲେ ସିକ୍ୟୁରିଟି ଗାର୍ଡ ଓ ରୋଗୀ
Baripada M, Mayurbhanj | Aug 24, 2025
ରବିବାର ଦିନ ପ୍ରାୟ ୧୨ଟାରେ ବାରିପଦା ସହର ସ୍ଥିତ PRM ମେଡିକାଲର ମେଲ ସର୍ଜିକାଲ ୱାର୍ଡରେ ହଠାତ୍ ଛାତରୁ ଢଳେଇ ଖସି ରୋଗୀର ବେଡ ରେ ପଡ଼ିଥିଲା। ଏନେଇ ଭୟଭୀତ ଥିବା କଥା କହିଛନ୍ତି ରୋଗୀ। ଏନେଇ ପ୍ରତିକ୍ରିୟା ଦେଲେ ସିକ୍ୟୁରିଟି ସିପୁନ ସାହୁ ଓ ରଘୁନାଥପୁର ଅଂଚଳର ରୋଗୀ ଶଶିଧର ବାରିକ।
Share
Read More News
T & C
Privacy Policy
Contact Us
Your browser does not support JavaScript!