This browser does not support the video element.
ଫୁଲବାଣୀ ସହର: ଫୁଲବାଣୀ ଠାରେ କନ୍ଧମାଳ ଜିଲ୍ଲାର ବିଦ୍ୟାଳୟ ସ୍ତରୀୟ କ୍ରୀଡା ଚମ୍ପିୟାନସିପ ଚୟନ ଉଦଘାଟିତ, ଯୋଗ ଦେଇଛନ୍ତି ଫୁଲବାଣୀ ବିଧାୟକ
Phulabani Town, Kandhamal | Sep 11, 2025
କନ୍ଧମାଳ ଜିଲ୍ଲାର ବିଦ୍ୟାଳୟ ସ୍ତରୀୟ କ୍ରୀଡା ଚମ୍ପିୟାନସିପ ଚୟନ ଉଦଘାକନ୍ଧମାଳ ଜିଲ୍ଲାର ବିଦ୍ୟାଳୟ ସ୍ତରୀୟ ଦୁଇ ଦିନିଆ ବିଭିନ୍ନ କ୍ରୀଡା ଚମ୍ପିୟାନସିପ ଚୟନ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି l ଏହି ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ଯୋଗଦେଇ ଜଗତର ନାଥ ଜଗନ୍ନାଥ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଅନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ l ସଂମ୍ମାନିତ ଅତିଥି ଭାବେ ଡ଼ି ଏସଓ ସମୀର କୁମାର ନାୟକ, ବିଇଓ ବିନୋଦ ବିହାରୀ ନାୟକ,ବିଇଓ ରଞ୍ଜନ କୁମାର କଂହର, ନିରୀକ୍ଷକ ଅବସର ପ୍ରାପ୍ତ ଖେଳ ଶିକ୍ଷକ ଅଭିରାମ