Download Now Banner

This browser does not support the video element.

ଲକ୍ଷ୍ମୀପୁର: ନାରାୟଣପାଟଣା ଲେମ୍ପରେ ପହଞ୍ଚିଲା ସାର ଧାଡ଼ି ବାନ୍ଧି ନେଲେ ଚାଷୀ ଜଗିଲା ପୋଲିସ

Lakshmipur, Koraput | Sep 13, 2025
ନାରାୟଣପାଟଣା ବ୍ଳକ୍ ସଦରମହକୁମା ଲ୍ୟାମ୍ପସ ପରିସରରେ ସାର ପାଇଁ ଶନିବାର ଅପରାହ୍ନ ୪ଟା ପର୍ଯ୍ୟନ୍ତ ଶତାଧିକ ମହିଳା ଓ ପୁରୁଷ ଚାଷୀ ତତେମାନେ ଧାଡିରେ ଶାନ୍ତିରେ ଅପେକ୍ଷା କରିଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଠିକ୍ ଏହି ସ୍ଥାନରେ ଗତ ଆଠ ତାରିଖର ସାର ବସ୍ତାଏ ପାଇଁ ଅସମ୍ଭାଳ ଭିଡ଼ ସହ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା ପରିସ୍ଥିତିକୁ ଶାନ୍ତ କରିବା ପାଇଁ ପୋଲିସର ସହାୟତା ମଧ୍ୟ ନେବାକୁ ପଡିଥିଲା। ବ୍ଳକରେ ଚାଷୀ ସାର ଅଭାବୀ ଯୋଗୁଁ ହ‌ଈରାଣ ହରକତ ହେଉଥିବା ବେଳେ ଗତ ୮ ତାରିଖରେ ନାରାୟଣପାଟଣା ବ୍ଳକରେ ୯ଶହ କ୍ୟୁଣ୍ଟାଲ ବସ୍ତା ସାର୍ ଆସି ପହଞ୍ଚିଥିଲା।
Read More News
T & CPrivacy PolicyContact Us