This browser does not support the video element.
ଝାରସୁଗୁଡା: ଜଳୁଛି ଝାରସୁଗୁଡ଼ା ଜିଲ୍ଲା,ଅସହ୍ୟ ଗରମ ଗୁଳୁଗୁଳି ରେ ଆଉଟୁ ପାଉଟୁ ଝାରସୁଗୁଡ଼ା ଜିଲ୍ଲା
Jharsuguda, Jharsuguda | Apr 7, 2025
ଅସହ୍ୟ ଗରମ ରେ ଛଟପଟ ହେଉଛି ଝାରସୁଗୁଡ଼ା ଜିଲ୍ଲା । ଅସହ୍ୟ କରୁଛି ଗୁଳୁଗୁଳି। ଆଜି ଦିନ ୨ଟା ସୁଦ୍ଧା ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି ।ଆଜି ଝାରସୁଗୁଡ଼ାରେ ତାପମାତ୍ରା ୪୧ ଡ଼ିଗ୍ରୀ ରେକର୍ଡ କରାଯାଇଛି । । ଦିନକୁ ଦିନ ବଢ଼ିବାରେ ଲାଗିଛି ତାପମାତ୍ରା । ତାପମାତ୍ରା ବୃଦ୍ଧି ପରେ ଜୀବନ ଅସ୍ତବ୍ୟସ୍ତ । ଏପ୍ରିଲ୍ ଆସୁ ଆସୁ ତାପମାତ୍ରା ବୃଦ୍ଧି । ତେବେ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇସାରିଛି । ରାଜ୍ୟ ର ସମସ୍ତ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ କୁ ଛୁଇଁବା ଆରମ୍ଭ କରିସାରିଲାଣି । ତେବେ ଏପରି ପରିସ୍ଥିତିରେ ଝାରସୁଗୁଡ଼ା ଜିଲ