Install App
qhour
This browser does not support the video element.
କେ ନୂୂଆଗାଁ: ବାଲିଗୁଡା ଥାନାରେ ଦେବାଶିଷ ସାହୁଙ୍କ ନାମରେ ମାଡ ମାରିବାର ଅଭିଯୋଗ କଲେ ରେବିଙ୍ଗିଆ ଅଞ୍ଚଳର ଭିମସେନ ବେହେରା
Nuagaon, Kandhamal | Oct 16, 2024
ଆଜି ବୁଧବାର ଦିନ ୩ ଟା ସମୟରେ ଭିମସେନ ବେହେରା ବାଲିଗୁଡା ଥାନା ରେ ଦେବାଶିଷ ସାହୁ ଙ୍କ ନାମରେ ମାଡ ମାରିବା ଅଭିଯୋଗ କରିଛନ୍ତି। ଯେଉଁ ଭଳି ସୁଚନା ମିଳିଛି ପୁର୍ବରୁ ରେବିଙ୍ଗିଆ ଅଞ୍ଚଳରେ ଏକ ବନ୍ଧୁକ ଗୁଳି ଫୁଟି ଦେବାଶିଷ ଙ୍କ ବାପା ମୃତ୍ୟୁ ବରଣ କରିଥିଲେ , ଏହାରି ଉପରେ ଏକ ମାମଲା ରୁଜୁ ହୋଇ ବେଲ ରେ ବାହାରି ନିଜ ଗାଁ କୁ ନ ଯାଇ ଛନ୍ତି ବାଲିଗୁଡା ଥାନା ଅଞ୍ଚଳର ଭଗାମୁଣ୍ଡା ରେ ରହୁଛନ୍ତି
Share
Read More News
T & C
Privacy Policy
Contact Us
Your browser does not support JavaScript!