Download Now Banner

This browser does not support the video element.

ବରଗଡ: ବରଗଡ଼ ବିଧାୟକ ବୁଦେଲପାଲି ଗ୍ରାମରେ ଅନୁଷ୍ଠିତ ନାଗବାଚା ପୂଜାର୍ଚନାରେ କଲେ ଯୋଗଦାନ

Bargarh, Bargarh (Baragarh) | Aug 30, 2025
ବରଗଡ଼ ଅନ୍ତର୍ଗତ ବୁଦେଲପାଲି ଗ୍ରାମରେ ନାଗବାଚା ପୂଜା ଅନୁଷ୍ଠିତ ହୋଇଯାଇଛି | ଶନିବାର ସନ୍ଧ୍ୟା 7 ଘଣ୍ଟା ସମୟରେ ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ ଷଡ଼ଙ୍ଗୀ ଯୋଗଦେଇ ଭଗବାନଙ୍କ ଆଶୀର୍ବାଦ ଲାଭ କରିଥିଲେ | ଏହି ଅବସରରେ ବିଧାୟକ ମନ୍ଦିର କମିଟି ସହ ଆଲୋଚନା କରିଥିଲେ | ନାଗବାଚା ପୂଜା ପାଇଁ ବହୁ ଦୂର ଦୁରାନ୍ତରରୁ ଭକ୍ତ ମାନେ ପୂଜା ଦେଖିବା ପାଇଁ ଆସିଥିବା | ବେଳେ ଭଗବାନଙ୍କ ଆଶୀର୍ବାଦ ଲାଭ କରିଛନ୍ତି | ବିଧାୟକ ଗ୍ରାମ ପରିଦର୍ଶନ କରି ଅନ୍ୟ ସମସ୍ୟା ମାନେ ବୁଝିଥିଲେ |
Read More News
T & CPrivacy PolicyContact Us