Download Now Banner

This browser does not support the video element.

ଫୁଲବାଣୀ ସହର: ଫୁଲବାଣୀ ସହର ସମେତ ସମଗ୍ର କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ନିର୍ମିତ ମେଢ଼ରେ ଦେବୀଙ୍କ ମୃଣ୍ମୟୀ ମୂର୍ତ୍ତିର ପୂଜା ଯଥାରୀତି ଆରମ୍ଭ ହୋଇଛି

Phulabani Town, Kandhamal | Sep 29, 2025
ଫୁଲବାଣୀ ସହର ସମେତ ସମଗ୍ର କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ନିର୍ମିତ ମେଢ଼ରେ ଦେବୀଙ୍କ ମୃଣ୍ମୟୀ ମୂର୍ତ୍ତିର ପୂଜା ଯଥାରୀତି ଆରମ୍ଭ ହୋଇଛି। ଆଜି ମାଙ୍କ ସପ୍ତମୀ ଅନ୍ତେ ଅଷ୍ଟମୀ ପୂଜା ଚାଲିଛି।ଏଥି ପାଇଁ 108 ଆଳତୀ ସମର୍ପଣ କରା ଯାଇଅଛି.ଫୁଲବାଣୀ, ଜି ଉଦୟଗିରି, ରାଇକିଆ, ଟିକାବାଲି, ଦାରିଙ୍ଗିବାଡ଼ି ଆଦି ବିଭିନ୍ନ ସ୍ଥାନରେ ସାର୍ବଜନୀନ ପୂଜା ଅନୁଷ୍ଠିତ ହେଉଛି। ବିଭିନ୍ନ ପୂଜା କମିଟି ପକ୍ଷରୁ ରଙ୍ଗ ବେରଙ୍ଗର ଆଲୋକ ମଳରେ ମେଢ ଗୁଡିକୁ ସୁସଜ୍ଜିତ କରାଯାଇଛି। ସୁଉଚ ତୋରଣ ରଙ୍ଗ ବେରଙ୍ଗର ଆଲୋକରେ ଝଲସୁଛି ଫୁଲବାଣୀ ସହରର । ଦଶହରା ଉପଲକ୍ଷେ ଦୋକାନ ବଜାରରେ ପ୍ରବଳ ଭିଡ଼ ହୋଇଛି.
Read More News
T & CPrivacy PolicyContact Us