Download Now Banner

This browser does not support the video element.

ମହୁଲପାଲି: ଜରାବଗା ଓ କେଶାଇବାହାଲ ସମେତ ବିଭିନ୍ନ ସ୍ଥାନରେ ଭାଗବତ ଜନ୍ମ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

Mahulpalli, Sambalpur | Sep 7, 2025
ଜରାବଗା ଓ କେଶାଇବାହାଲ ସମେତ ବିଭିନ୍ନ ସ୍ଥାନରେ ଭାଗବତ ଜନ୍ମ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ରବିବାର ଦିନ ଜରାବଗା ଯାତ୍ରା ମଣ୍ଡପ ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ସୁରେନ୍ଦ୍ର ପଟେଲ ଓ କିଶୋରୀ ପଟେଲ କର୍ତ୍ତା ଦାଇତ୍ୱ ତୁଲାଇଥିବା ବେଳେ ସୁରେଶ କୁମାର ଘୋଷ, ନବୀନ ମାଝୀ, ଟଙ୍କାଧର ପଟ୍ଟା, ଗୀତା ପାଣି ଓ ଜଗତରାମ ବରିହା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପରେ ସନ୍ଧ୍ୟା ୭ ଟାରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସମେତ ନୃତ୍ୟ ପ୍ରତିଯୋଗିତା ଓ ପାଲା ପରିବେଷଣ କରାଯାଇଥିଲା।
Read More News
T & CPrivacy PolicyContact Us