Download Now Banner

This browser does not support the video element.

କେନ୍ଦ୍ରାପଡା: ଅଳ୍ପକେ ବର୍ତିଲେ ପଥଚାରୀ, ମାର୍ଶାଘାଇ କେନାଲ ବ୍ରିଜ ଠାରେ ଏକ ପଥଚାରୀଙ୍କ ହାତ ଉପରେ ପଡ଼ିଲା ଏକ ଲୁହା ଚ୍ୟାନେଲ

Kendrapara, Kendrapara | Sep 8, 2025
୫୩ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ କରୁଥିବା ଠିକା କମ୍ପାନୀର ମନମାନି କାର୍ଯ୍ୟ ପାଇଁ ଆଜି ପ୍ରାୟ ୮ ଘଣ୍ଟିକା ସମୟରେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଏକ ପଥଚାରୀ, କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ କେନାଲ ବ୍ରିଜ୍ ଠାରେ ଉପରୁ ଏକ ଲୁହା ଚ୍ୟାନେଲ ଏହି ପଥଚାରୀଙ୍କ ହାତ ଉପରେ ପଡ଼ିଯାଇଥିଲା , ଏହାପରେ ତାଙ୍କୁ ମାର୍ଶାଘାଇ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପାଇଁ ପଠାଯାଇଥିଲା
Read More News
T & CPrivacy PolicyContact Us