Download Now Banner

This browser does not support the video element.

ଜୁଜୁମୁରା: ଭବାନୀ ପାଲି ରେ ଅଙ୍ଗନବାଡ଼ି ସୁପର ଭାଇଜର ପଙ୍କଜିନି ପ୍ରଧାନଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

Jujomura, Sambalpur | Sep 26, 2025
ଭବାନୀ ପାଲି ରେ ଅଙ୍ଗନବାଡ଼ି ସୁପର ଭାଇଜର ପଙ୍କଜିନି ପ୍ରଧାନ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଅନ୍ତର୍ଗତ ଭବାନୀ ପାଲି ଅଙ୍ଗନବାଡ଼ି କେନ୍ଦ୍ର ଠାରେ ଶୁକ୍ରବାର ସକାଳେ ସୁପର ଭାଇଜର ପଙ୍କଜିନି ପ୍ରଧାନ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପଙ୍କଜିନୀ ପ୍ରଧାନ ପଞ୍ଚଟି ପଞ୍ଚାୟତ ଓ ଦୁଇଟି ସେକ୍ଟର ରେ ଦୀର୍ଘ ବର୍ଷ ଧରି ସୁପରଭାଇଜର ଭାବେ ଯୋଗଦେଇ ଅଞ୍ଚଳର ମହିଳା ଓ ଶିଶୁ ବିକାଶ ର ଦାୟିତ୍ଵ ନେଇ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି ।
Read More News
T & CPrivacy PolicyContact Us