Download Now Banner

This browser does not support the video element.

ଛତ୍ରପୁର: ଗଞ୍ଜାମ ସହରର ବିଭିନ୍ନ ସମସ୍ଯାର ସମାଧାନ ପାଇଁ ଭୁବନେଶ୍ଵର ଠାରେ ୨ ମନ୍ତ୍ରୀଙ୍କୁ ଭେଟିଲେ ସ୍ଥାନୀୟ ବୁଦ୍ଧିଜୀବୀ

Chhatrapur, Ganjam | Sep 28, 2025
ଗଞ୍ଜାମ ସହରର ବିଭିନ୍ନ ସମସ୍ୟା ସମ୍ପର୍କରେ ୨ ମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ।ବିଶେଷ କରି ଗଞ୍ଜାମ ମହାବିଦ୍ୟାଳୟ ର ଉନ୍ନତି, ଏବଂ ଗଞ୍ଜାମ ସହରର ଉନ୍ନତି ନିମନ୍ତେ ଭୁବନେଶ୍ବର ଠାରେ ୨ ମନ୍ତ୍ରୀଙ୍କୁ ରବିବାର ପୂର୍ବାହ୍ନରେ ଭେଟି ଆଲୋଚନା କରିଛନ୍ତି ବୁଦ୍ଧିଜୀବୀ।
Read More News
T & CPrivacy PolicyContact Us