Download Now Banner

This browser does not support the video element.

ଜଗତସିଂହପୁର: ପାରାଦ୍ୱୀପ ରେ କଳିଙ୍ଗ ବାଲିଯାତ୍ରା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ପାରାଦ୍ୱୀପ ଅଫିସର୍ସ କ୍ଲବ ରେ ରାଷ୍ଟ୍ରମନ୍ତ୍ରୀ ଙ୍କ ଅଧ୍ୟକ୍ଷ ତାରେ ଅନୁଷ୍

Jagatsinghapur, Jagatsinghpur | Sep 11, 2025
ପାରାଦ୍ୱୀପ ରେ କଳିଙ୍ଗ ବାଲିଯାତ୍ରା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ପାରାଦ୍ୱୀପ ଅଫିସର୍ସ କ୍ଲବ ରେ ରାଷ୍ଟ୍ରମନ୍ତ୍ରୀ ଙ୍କ ଅଧ୍ୟକ୍ଷ ତାରେ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ ଏହି ବୈଠକ ରେ ରାଷ୍ଟ୍ରମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଅଧକ୍ଷ ତା କରି ଆଗାମୀ ଦିନ ରେ କିପରି ଭାବେ ଆଇନି ଶୃଙ୍ଖଳା ପରିସ୍ଥିତି ସହିତ ପୂଜା କରାଯିବ ସେ ସମ୍ବଦ୍ଧରେ ଆଲୋଚନା କରାଯାଇଥିଲା l
Read More News
T & CPrivacy PolicyContact Us