This browser does not support the video element.
ସୋନପୁର: ସୁବଳୟା ସ୍ୱାସ୍ଥ୍ୟ ଓ ଆରୋଗ୍ୟ ମନ୍ଦିରରେ ଆଶା କର୍ମୀଙ୍କ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ, ଯୋଗଦେଲେ ଉପଖଣ୍ଡ କ୍ଷେତ୍ର ପରିଦର୍ଶକ
Sonapur, Subarnapur (Sonepur) | Aug 25, 2025
ସୂଚନା ଅନୁସାରେ ଆଜି ଅପରାହ୍ନ ୨ ଘଣ୍ଟା ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ସ୍ୱାସ୍ଥ୍ୟ ଓ ଆରୋଗ୍ୟ ମନ୍ଦିର ପରିସରରେ ଆସ କର୍ମୀ ମାନଙ୍କ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି l ମେଡିକାଲ ଅଫିସର ଡାକ୍ତର ଲିପୁନ କୁମାର ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ, ଆୟୁଷ ମେଡିକାଲ ଅଫିସର ଡାକ୍ତର ବିଶ୍ୱନାଥ ରଥ ଏବଂ ଉପଖଣ୍ଡ କ୍ଷେତ୍ର ପରିଦର୍ଶକ ଶ୍ରୀଯୁକ୍ତ ଆଲୋକ କୁମାର ସେଠ ମଂଚାସୀନ ଥିଲେ l ବୈଠକରେ ସମସ୍ତ ସେକେଟର ର ଆଶା କର୍ମୀ, ସମସ୍ତ ସ୍ୱାସ୍ଥ୍ୟ ଉପ କେନ୍ଦ୍ରର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଉପସ୍ଥିତ ଥିବାବେଳେ, ମାତୃ ଏବଂ ଶିଶୁ ମୃତ୍ୟୁ ହାରକୁ ଶୂନ୍ୟ ସହ