Download Now Banner

This browser does not support the video element.

ଖୋର୍ଦ୍ଧା: ଖୋର୍ଦ୍ଧା ଜୟୀ ରାଜଗୁରୁ ଟାଉନ୍ ହଲ୍ ଠାରେ ପୌର ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ ଯୋଗଦେଲେ ସ୍ଥାନୀୟ ବିଧାୟକ

Khordha, Khordha | Aug 31, 2025
ଖୋର୍ଦ୍ଧା ସ୍ଥିତ ଜୟୀ ରାଜଗୁରୁ ଟାଉନ୍ ହଲ୍ ଠାରେ ପୌର ପରିଷଦ ପକ୍ଷରୁ ଆୟୋଜିତ ସ୍ୱାୟତ୍ତ ଶାସନ ଦିବସ ସଭାରେ ଯୋଗଦେଲେ ସ୍ଥାନୀୟ ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ। ସଭାରେ ସମାଜସେବୀଙ୍କୁ ସମ୍ବୋଧିତ କଲେ। ମୋର ସ୍ୱପ୍ନର ଖୋର୍ଦ୍ଧା ସହରର ଉନ୍ନତି ନିମନ୍ତେ ଆଗାମୀ ଦିନରେ ନବାକୁ ଥିବା ପଦକ୍ଷେପ ସମ୍ବନ୍ଧରେ ସମସ୍ତଙ୍କୁ ଆଲୋକପାତ କଲି। ଏହି ଅବସରରେ ପୌରାଧ୍ୟକ୍ଷା, ଉପ-ପୌରଧକ୍ଷ, ସମସ୍ତ କାଉନସିଲର, ପୌର ନିର୍ବାହୀ ଅଧିକାରୀ ଓ ସମସ୍ତ ଅଧିକାରୀ ଗଣ ଏବଂ ଜନ ସାଧାରଣ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us