Download Now Banner

This browser does not support the video element.

ଧର୍ମଗଡ: କୁସୁମଖୁଣ୍ଟି ମୋଟେର ରାସ୍ତା ମଝିରେ ମାଳବାହୀ ଟ୍ରକ ଓ ମେକ୍ସିକ୍ୟାବ ମୁହାଁମୁହିଁ ଧକ୍କା

Dharamgarh, Kalahandi | Sep 25, 2025
କୋକସରା ଥାନା ମୋଟେର ଫାଣ୍ଡି କୁସୁମଖୁଣ୍ଟି ମୋଟେର ରାସ୍ତା ମଝିରେ gurubar ସନ୍ଧ୍ୟା ୫ ଟା ରେ କେସିଙ୍ଗାରୁ ବିଜୟୱାଡା ଯାଉଥିବା ଏକ ମାଳବାହୀ ଟ୍ରକ ଓ ନବରଙ୍ଗପୁର ରେଙ୍ଗିଗୁଡା ରୁ ବରଗଡ ଯାଉଥିବା ଫୋର୍ସ ମେକ୍ସିକ୍ୟାବ ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଧକ୍କା ହେବା ଫଳରେ ମେକ୍ସିକ୍ୟାବ ଗାଡିର ସାମ୍ନା ପଟ ଚୁରମାର ହେବା ସହ ପ୍ରାୟ ୧୦ ରୁ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ କୋକସରା ଡାକ୍ତରଖାନା କୁ ନେଇଛନ୍ତି।
Read More News
T & CPrivacy PolicyContact Us