Install App
mohalchal
This browser does not support the video element.
ସତ୍ୟବାଦୀ: ନୂଆସ୍ୱମେଶ୍ଵରପୁର ଓ ମହୁରା ଗ୍ରାମପଞ୍ଚାୟତର ସାଙ୍ଗଠନିକ ବୈଠକରେ ଯୋଗଦେଲେ ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ
Satyabadi, Puri | Oct 1, 2024
ଆଜି ଅପରାହ୍ନ ୫ଟାରେ ସତ୍ୟବାଦୀ ବ୍ଲକ୍ ନୂଆସ୍ୱମେଶ୍ଵରପୁର ଓ ମହୁରା ଗ୍ରାମପଞ୍ଚାୟତର ସରପଞ୍ଚ ଓ ପ୍ରମୁଖ ନେତୃତ୍ୱ ମାନଙ୍କୁ ନେଇ ସାଙ୍ଗଠନିକ ବୈଠକ ଅନୁଷ୍ଠିତ। ବୈଠକରେ ଯୋଗଦେଇଥିଲେ ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର। ଶ୍ରୀ ମିଶ୍ର ପଞ୍ଚାୟତର ବିଭିନ୍ନ ସମସ୍ୟା ବିଷୟରେ ବୁଝିବା ସହ ଏହାକୁ ସମାଧାନ ଦିଗରେ ପାଇଁ ପଞ୍ଚାୟତ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!