This browser does not support the video element.
ଆଠମଲ୍ଲିକ: ରାସ୍ତା ନିର୍ମାଣ ପାଇଁ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କଲେ ବଇଣ୍ଡା ଗ୍ରାମବାସୀ
Athmallik, Angul | Aug 23, 2025
ପକ୍ଷରୁ ନିର୍ମାଣ ହେଉଥିବା ଜାତୀୟ ରାଜ ପଥ କାମ ସରୁନାହି। ଉଭୟ ପାର୍ଶ୍ଵ ରେ ଥିବା ରାସ୍ତା ଦୁଇଟି ର କାମ ସରୁନଥିବା ବେଳେ ଅସନ୍ତୋଷ ଦେଖା ଦେଇଛି । ଉକ୍ତ ରାସ୍ତା କାମ ଶୀଘ୍ର ସାରିବା ପାଇଁ ଶନିବାର ଦିନ ଅପରାହ୍ନ 3 ଟା ରେ ବଇଣ୍ଡା ଗ୍ରାମବାସୀ ମାନେ ଅନୁଗୋଳ ଜିଲାପାଳ ଙ୍କ ଠାରେ ଅଭିଯୋଗ କରିଛନ୍ତି । ଗ୍ରାମବାସୀ କହିଛନ୍ତି ଯେ ରାସ୍ତା କାମ ବିଳମ୍ବ କରୁଥିବା ଯୋଗୁଁ ବଇଣ୍ଡା ଅଞ୍ଚଳ ର ବ୍ୟବସାଈ ମାନ ଙ୍କର ବ୍ୟାପକ କ୍ଷତି ହେଉଛି । ସମ୍ବଲପୁର