Download Now Banner

This browser does not support the video element.

ଜଗତସିଂହପୁର: ଜିଲ୍ଲାପାଳ ଜେ ସୋନାଲଙ୍କ ଅଚାନକ ଜଗତସିଂହପୁର ପୌରପରିଷଦ କାର୍ଯ୍ୟଳୟ ପରିଦର୍ଶନ

Jagatsinghapur, Jagatsinghpur | Aug 12, 2025
ଜିଲ୍ଲାପାଳଙ୍କ ଅଚାନକ ଜଗତସିଂହପୁର ପୌର କାର୍ଯ୍ୟଳୟ ପରିଦର୍ଶନ । ଆଜି ଦିନ ୧ ଘଟିକା ସମୟରେ ଜିଲ୍ଲାପାଳ ଜେ ସୋନାଲ ପୌର କାର୍ଯ୍ୟଳୟ ପରିଦର୍ଶନ କରିଛନ୍ତି । ପୌର କାର୍ଯ୍ୟଳୟ ପରିଦର୍ଶନ ସମୟରେ ପୋୖରାଞ୍ଚଳର ବିଭିନ୍ନ ସମସ୍ୟା ଓ ଏହାର ନିରାକରଣ ଉପରେ ନିର୍ବାହି ଅଧିକାରିଣୀ ସୀମା ଜେନା ଓ ପୋୖରାଧ୍ୟକ୍ଷ୍ୟା ଅର୍ଚ୍ଚନା ସିଂହଙ୍କ ସହ ଆଲୋଚନା କରିଥିବାର ସୂଚନା ମିଳିଛି ।
Read More News
T & CPrivacy PolicyContact Us