This browser does not support the video element.
ଆଠମଲ୍ଲିକ: କରମଳକଟା ଗ୍ରାମର ଯୁବକଙ୍କୁ ମାଡ଼ ଅଭିଯୋଗ
Athmallik, Angul | Sep 4, 2025
ସୁବାସ ସାହୁ, ସୁଧୀର ସାହୁ ମାଡ଼ ମାରିବା ସହ ଜାତି ଆଣ ଆକ୍ଷେପ କରିଥିବା ରମେଶ ବୁଧବାର ଦିନ କିଶୋରନଗର ଥାନା ରେ ଅଭିଯୋଗ କରିଛନ୍ତି l ତାଙ୍କ ଅଭିଯୋଗ କ୍ରମେ ପୋଲିସ ନମ୍ବର 255/25 ରେ ଏକ ମାମଲା ରୁଜୁ କରିଛି l ପୋଲିସ କହିଛି ଜେ ସୁଧୀର ଓ ତାଙ୍କ ଭାଇ ଗୁଲୁ ସାହୁ ଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିଲା l ଉଭୟ ଦୁଇ ଭାଇ ଗଣ୍ଡଗୋଳ କରୁଥିବା ବେଳେ ରମେଶ କଣ ପାଇଁ ଦୁଇ ଭାଇ ମଧ୍ୟରେ ମାଡ଼ ପିଟ ହେଉଛ ବୋଲି କହିଥିଲେ l ହେଲେ ଏତିକି ରେ ସୁ