Download Now Banner

This browser does not support the video element.

ଝାରପୋଖରିଆ: ସାରସ କଣା ସୁବର୍ଣ୍ଣରେଖା କେନାଲରେ ତିନିଜଣ ନିରୀହ ଶିଶୁଙ୍କ ଅକାଳ ବିୟୋଗରେ କ୍ୟାଣ୍ଡେଲ ଶୋଭାଯାତ୍ରା

Jharpokharia, Mayurbhanj | Oct 20, 2024
ଆଜି ସନ୍ଧ୍ୟା 7 ଟା ସମୟରେ ସାରସକଣା ଗ୍ରାମରେ ଗତକାଲି ସନ୍ଧ୍ୟା ସମୟରେ ଘଟି ଯାଇଥିବା ତିନି ଶିଶୁଙ୍କର ଅକାଳ ବିୟୋଗ ଘଟଣାକୁ ନେଇ ସାରସ କଣା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତେବେ ଏହି ପରିପ୍ରେକ୍ଷୀରେ ସାରସକଣା ଅଞ୍ଚଳର ଅଂଚଳ ବାସୀ, ଦୋକାନୀ ଭାଇ ସମସ୍ତଙ୍କ ପକ୍ଷରୁ ସାରସ କଣା ବ୍ଲକ ଛକ ଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି କ୍ୟାଣ୍ଡେଲ ଶୋଭାଯାତ୍ରାରେ ପଥଞ୍ଜଳି ନନ୍ଦ, ସ୍ନେହାସିସ ହୋତା,ଅଶ୍ୱନି ସାହୁ,ବେଣୁଧର ଘୋଷ,ହେମନ୍ତ ବେହେରା, ମଂନ୍ମଥ ନାଏକ, କାମେଶ୍
Read More News
T & CPrivacy PolicyContact Us