Download Now Banner

This browser does not support the video element.

ଧର୍ମଶାଳା: ତାଳଙ୍ଗ ଗ୍ରାମପଞ୍ଚାୟତ ବିଭିନ୍ନ ପୂଜାମଣ୍ଡପ ବୁଲି ଗଜାନନଙ୍କ ଦର୍ଶନ କଲେ ବିଧାୟକ ହିମାଂଶୁ ଶେଖର ସାହୁ

Dharmasala, Jajpur | Aug 28, 2025
ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତାଳଙ୍ଗ ଗ୍ରାମପଞ୍ଚାୟତ ବିଭିନ୍ନ ପୂଜାମଣ୍ଡପ ବୁଲି ଗଜାନନଙ୍କ ଦର୍ଶନ କଲେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ । ସୂଚନା ମୁତାବକ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଧର୍ମଶାଳା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତାଳଙ୍ଗ ଗ୍ରାମପଞ୍ଚାୟତର ବଳରାମ ପୁର ତଳଗଡ ଶାସନ, ରାମପୁର କଇଥା, ତଳଗଡ ସ୍ଥିତ ବାପୁଜୀ ୟୁଥ କ୍ଳବ୍ ରେ ଅନୁଷ୍ଠିତ ବିଘ୍ନନନାସକ ଗଜାନନଙ୍କ ପୂଜାରେ ଯୋଗଦେଇ ଆଶ୍ରିବାଦ କାମନା କରିବା ସହିତ ସମସ୍ତଙ୍କୁ ଉତ୍ସାହିତ କରିଥିବା ଦେଖିବାକୁ ମିଳିଥିଲା ।
Read More News
T & CPrivacy PolicyContact Us