Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଗୈଡୁଣୀପୋଖରୀବିଦ୍ୟାଳୟସସ୍ମିତା ମହାନ୍ତିଙ୍କୁମୁଖ୍ୟମନ୍ତ୍ରୀଶିକ୍ଷାପୁରସ୍କାରପ୍ରାପ୍ତଶିକ୍ଷୟତ୍ରୀ ଙ୍କୁ ସମ୍ବର୍ଦ୍ଧନା,ପ୍ରଧାନଶିକ୍ଷକସନାତନଜେନା

Bhadrak Rural, Bhadrak | Sep 6, 2025
ଭଦ୍ରକଜିଲ୍ଲାଚାନ୍ଦବାଲିବ୍ଲକଅନ୍ତର୍ଗତତୁଷୁରାଗ୍ରାମପଞ୍ଚାୟତଗୈଡୁଣୀ ପୋଖରୀସରକାରୀଉଚ୍ଚପ୍ରାଥମିକବିଦ୍ୟାଳୟରଶିକ୍ଷୟିତ୍ରୀଶ୍ରୀମତୀ ସସ୍ମିତାମହାନ୍ତିଙ୍କୁପବିତ୍ରଗୁରୁଦିବସଅବସରରେଚାନ୍ଦବାଲିବ୍ଲକର ଏକମାତ୍ରଶିକ୍ଷୟତ୍ରୀଙ୍କୁମୁଖ୍ୟମନ୍ତ୍ରୀଶିକ୍ଷାପୁରସ୍କାରରେପୁରସ୍କୃତ ହୋଇଛନ୍ତି।ଶିକ୍ଷୟିତ୍ରୀଶ୍ରୀମତୀମହାନ୍ତିଙ୍କୁଏହିପୁରସ୍କାରପାଇବାପରେ ବିଦ୍ୟାଳୟରଶିକ୍ଷକଶିକ୍ଷୟିତ୍ରୀ,ଛାତ୍ରଛାତ୍ରୀଓଅଭିଭାବକମାନଙ୍କ ମହଲରେଖୁସିରଲହରୀଖେଳିଯାଇଛି।ଆଜିଦିନ୧୧ଘଟିକା ସମୟରେବିଦ୍ୟାଳୟପରିସରରେପ୍ରଧାନଶିକ୍ଷକସନାତନଜେନା ଙ୍କସଭାପତିତ୍ବରେଶିକ୍ଷୟତ୍ରୀଙ୍କୁସମ୍ବର୍ଦ୍ଧନାକରାଯାଇଛି
Read More News
T & CPrivacy PolicyContact Us