Download Now Banner

This browser does not support the video element.

ଗୋବିନ୍ଦପୁର: ବାମରା କୁ ଏନଏସି ଘୋଷଣା କରିଥିବା ରୁ ପୂର୍ତ୍ତବିଭାଗ ଡାକବଙ୍ଗଳା ଠାରେ ମନ୍ତ୍ରୀ ରବି ନାଏକ ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

Govindpur, Sambalpur | Aug 24, 2025
ରାଜ୍ୟ ସରକାର ଙ୍କ ପକ୍ଷରୁ ୭ ଜିଲ୍ଲା ରୁ ୧୨ ଗୋଟି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା କରିଛନ୍ତି। ସେ ମଧ୍ୟ ରୁ ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ବାମରା ଓ ରେଙ୍ଗାଲି ମଧ୍ୟ ରହିଛି। ପୂର୍ବରୁ ବାମରା କୁ NAC ଘୋଷଣା ପାଇଁ ଅଞ୍ଚଳବାସୀ ବାରମ୍ବାର ଦାବି କରି ଆସୁଥିବା ବେଳେ ବର୍ତ୍ତମାନ ବାମରା କୁ ରାଜ୍ୟ ସରକାରଙ୍କ ପକ୍ଷରୁ NAC ଘୋଷଣା କରାଯାଇଛି। ରାଜ୍ୟ ସରକାର ବାମରା କୁ ଗୁରୁତ୍ଵ ଦେଇ ଥିବା ରୁ ବାମରା ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ରବିବାର ଅପରାହ୍ନ ୪ ଟା ସମୟରେ ବିଭିନ୍ନ ସଙ୍ଗଠନ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି।
Read More News
T & CPrivacy PolicyContact Us