Download Now Banner

This browser does not support the video element.

ଜୟପୁର: ଗଡପଦର , ମକାପୁଟ ଓ ଭଟ୍ଟାଛିଞ୍ଚିରେ ଅବକାରୀ ବିଭାଗ ର ଚଢ଼ାଉ, 3 ଅଭିଯୁକ୍ତ ଗିରଫ

Jeypore, Koraput | Sep 24, 2025
ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରୀ ବିଭାଗ ଚଢାଉ କରି ୩ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଗଡପଦର ଗ୍ରାମର ଧନ ସାଇ ହରିଜନ,ମକାପୁଟର ଗୋବଦ୍ଧନ ଦିଶାରି ଓ ଭଟ୍ଟାଛିଞ୍ଚିର ସୁବାସ ହରିଜନ । ଦେଶି ମଦ ଚାଲାଣ ସୁଚନା ପାଇ ଜୟପୁର ଅବକାରି ଥାନା ଓ ଜିଲା ଫ୍ଲାଇଙ୍ଗ ସ୍କାର୍ଡର ମିଳିତ ଭାବେ ଚଢ଼ାଉ କରିଛି । ଚଢାଉ କରି ୩ ଅଭିଯୁକ୍ତ କୁ ଗିରଫ କରି ସେ ମାନଙ୍କ ଠାରୁ ୩୨ ଲିଟର ଦେଶି ମଦ ଜବତ କରିଛି । ଅଭିଯୁକ୍ତ କୁ ଆଜି ସଂନ୍ଧ୍ୟା ୫ଟାରେ କୋର୍ଟ ଚାଲାଣ କରାଯାଇଥିବା ବିଷୟ ଜୟପୁର ଅବକାରି ଥାନା ଓଆଇସି ସୁବ୍ରତ କେଶୋରି ହିରଣ ସୁଚନା ଦେଇଛନ୍ତି ।
Read More News
T & CPrivacy PolicyContact Us