This browser does not support the video element.
ଜଳେଶ୍ବର: ଅଗ୍ରୱାଲା ଛକ ନିକଟରେ ଆରଆଇ ଙ୍କୁ ଆକ୍ରମଣ ଘଟଣାରେ ଆଜି ତହସିଲଦାରଙ୍କ ପ୍ରତିକ୍ରିୟା
Jaleswar, Balasore | Sep 9, 2025
ଆର.ଆଇ.ଙ୍କ ଠୁ ଲୁଟିନେଲେ ଜାତୀୟ ରାଜପଥ ଲୁଟେରା । ଧାରୁଆ ଅସ୍ତ୍ରରେ ମୁଣ୍ଡରେ ଶକ୍ତ ଆଘାତ କରି ଲୁଟି ନେଲେ ପ୍ରାୟ ୧୦ ହଜାର ଟଙ୍କା । ଗତକାଲି ୬୦ନଂ ଜାତୀୟ ରାଜପଥ ଅଗ୍ରୱାଲା ବାଇପାସ ନିକଟରେ ହୋଇଛି ଆକ୍ରମଣ । ଗୁରୁତର ଅବସ୍ଥାରେ ପ୍ରଥମେ ଜଳେଶ୍ୱର ଜିକେଭଟ୍ଟର ହସ୍ପିଟାଲ ପରେ ବାଲେଶ୍ୱରକୁ ସ୍ଥାନାନ୍ତର । ଏନେଇ ଆଜି ସକାଳ ସମୟରେ ଜଳେଶ୍ୱର ତହସିଲଦାର ସତ୍ୟଜିତ ମହାନ୍ତି ପ୍ରତିକ୍ରିୟା ଦେଇଛନ୍ତି