Download Now Banner

This browser does not support the video element.

ଝାରସୁଗୁଡା: ଝାରସୁଗୁଡ଼ା ପୋୖରପରିଷଦ ରେ ସ୍ୱାୟତ୍ତ ଶାସନ ଦିବସ ଧୁମଧାମରେ ପାଳିତ, ଯୋଗଦେଲେ ସ୍ଥାନୀୟ ବିଧାୟକ

Jharsuguda, Jharsuguda | Aug 31, 2025
ଝାରସୁଗୁଡ଼ା ପୋୖରପରିଷଦ ରେ ସ୍ୱାୟତ୍ତ ଶାସନ ଦିବସ ଆଜି ସକାଳ ଏଗାରଟା ସମୟରେ ଧୁମଧାମରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଝାରସୁଗୁଡା ପୋୖରପରିଷଦ ପକ୍ଷରୁ ପ୍ରଥମେ ପୋୖରପରିଷଦ ପରିସରରେ ପତକା ଉତ୍ତୋଳନ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଏହି ଅବସରରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ, ଝାରସୁଗୁଡା ପୌର ପରିଷଦ ଅଧକ୍ଷା ରାନୀ ହାତୀ, ଉପାଧ୍ୟକ୍ଷ ବେନୁଗୋପାଳ ପାଣିଗ୍ରାହୀ, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ସମେତ କାଉନସିଲର ଗଣ ଉପସ୍ଥିତ ରହି କିପରି ପୌରପରିଷଦ ଅଞ୍ଚଳ ବିକାଶ ମୂଳକ କାର୍ଯ୍ୟ ହେବ ତାକୁ ନେଇ ସମସ୍ତେ ମତବ୍ୟକ୍ତ କରିଥିଲେ।
Read More News
T & CPrivacy PolicyContact Us