This browser does not support the video element.
ସୁକିନ୍ଦା: ଜାରକା ରଥିଆ ଛକ ନିକଟ ରାସ୍ତାରୁ ପୋଲିସ୍ ଦ୍ଵାରା ଦୁଇ ଗୁରୁ ବୋଝେଇ ଗାଡ଼ି ଜବତ
Sukinda, Jajpur | Aug 31, 2025
ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଜାରକା ରଥିଆ ଛକ ନିକଟ ରାସ୍ତାରୁ ପୋଲିସ୍ ଦ୍ଵାରା ଦୁଇ ଗୁରୁ ବୋଝେଇ ଗାଡ଼ି ଜବତ କରାଯାଇଥିବା ରବିବାର ସକାଳ 9 ଘଟିକା ସମୟରେ ଦେଖିବାକୁ ମିଳିଛି । ବେଆଇନ ଚୋରା ଗୋ ଚାଲାଣ କରୁଥିବା ଗାଡ଼ି ଚାଳକ ଓ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପୋଲିସ କାବୁ କରି ଥାନାରେ ଅଟକ ରଖିବା ସହିତ ଦୁଇ ଗୋରୁ ବୋଝେଇ ଗାଡିକୁ ଥାନା ପରିସରରେ ରଖି ସମସ୍ତ ଗୋରୁଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରିବା ସହିତ ଗୋ ଶାଳାକୁ ସ୍ଥାନାନ୍ତରିତ କରାଯିବା ପାଇଁ ଚେଷ୍ଟା ଜାରି ରଖିଚି ପୋଲିସ ।