Download Now Banner

This browser does not support the video element.

ଟିଟିଲାଗଡ: ମାରୱାଡ଼ି ଯୁବା ମଞ୍ଚ ପକ୍ଷରୁ ଟିଟିଲାଗଡ଼ ଠାରେ ଦିବ୍ୟାଙ୍ଗ ଙ୍କୁ ଦିଆଗଲା ମାଗଣାରେ ଚିକିତ୍ସା ସହିତ ଔଷଧ, ସାମିଲ ହେଲେ ବିଧାୟକ

Titlagarh, Balangir | Apr 28, 2025
ଟିଟିଲାଗଡ଼ ଠାରେ ଆଜି ସଂଧ୍ୟା ୭ ଟା ରେ ଅଞ୍ଚଳରେ ଥିବା ଦିବ୍ୟାଙ୍ଗ ମାନଙ୍କୁ ମାଗଣାରେ ଚିକିତ୍ସା କରିବା ସହିତ ଔଷଧ ମଧ୍ୟ ବଣ୍ଟନ କରାଯାଇଥିଲା ଟିଟିଲାଗଡ଼ ମାରୱାଡ଼ି ଯୁବା ମଞ୍ଚ ପକ୍ଷରୁ। ଏଥିରେ ରାଞ୍ଚି ର ବିଶେଷ ଡାକ୍ତର ଦଳ ଯୋଗଦେଇଥିଲେ ଏବଂ ଦିବ୍ୟାଙ୍ଗ ମାନଙ୍କୁ ଚିକିତ୍ସିତ କରି ଔଷଧ ଦେଇଥିଲେ।
Read More News
T & CPrivacy PolicyContact Us