This browser does not support the video element.
ବଲାଙ୍ଗୀର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳଙ୍କ ଦ୍ୱାରା OSWAN ମାଧ୍ୟମରେ କୃଷି ଯୋଜନା ସମୀକ୍ଷା
Balangir, Balangir | Sep 7, 2025
ବଲାଙ୍ଗୀରରେ OSWAN ମାଧ୍ୟମରେ କୃଷି ଯୋଜନା ସମୀକ୍ଷା କଲେ ଜିଲ୍ଲାପାଳ ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟ ଠାରେ "ବଲାଙ୍ଗୀର ଜିଲ୍ଲାପାଳ ଆଜି OSWAN ପ୍ଲାଟଫର୍ମ ମାଧ୍ୟମରେ କୃଷି ସମ୍ବନ୍ଧୀୟ ବିଭିନ୍ନ ଯୋଜନାର ସମୀକ୍ଷା କରିଥିଲେ। ସେ କହିଥିଲେ ବୀଜ, ସିଚାଇ, ଓ କୃଷକ ସହାୟତା ଯୋଜନାକୁ ଦ୍ରୁତ ଓ ସ୍ପଷ୍ଟ ଭାବରେ ପହଞ୍ଚାଇବା ଆବଶ୍ୟକ। ସମୀକ୍ଷା ବୈଠକରେ ଜିଲ୍ଲାର କୃଷି ଅଧିକାରୀମାନେ ସହଭାଗୀ ହୋଇ, କାର୍ଯ୍ୟାନ୍ବୟନକୁ ଅଧିକ ଗତି ଦେବାକୁ ଲକ୍ଷ୍ୟ ଧାରଣ କରାଯାଇଛି