This browser does not support the video element.
ସୋନପୁର: ବନ୍ଦପାଲି ଗାଁର ନିଖୋକ ବ୍ୟକ୍ତି ଙ୍କର ମୃତ ଦେହ ଧର୍ମଦାଣ୍ଡି ଜୋର ନିକଟସ୍ଥ ଏକ ଗଛ ରୁ ଜୁଲନ୍ତା ଅବସ୍ଥା ଉଦ୍ଧାର ।
Sonapur, Subarnapur (Sonepur) | Sep 2, 2025
ବନ୍ଦପାଲି ଗାଁର ନିଖୋକ ବ୍ୟକ୍ତି ଙ୍କର ମୃତ ଦେହ ଧର୍ମଦାଣ୍ଡି ଜୋର ନିକଟସ୍ଥ ଏକ ଗଛ ରୁ ଜୁଲନ୍ତା ଅବସ୍ଥା ଉଦ୍ଧାର । ଗତ କାଲି ଡୁଙ୍ଗୁରିପାଲି ଥାନା ବନ୍ଦପାଲି ଗାଁର ଶ୍ରୀପତି ମହଲା ବୟସ ନିଖୋଜ ଥିଲେ। ସ୍ଥାନୟ ଲୋକେ, ଗ୍ରାମବାସୀ ଓ ପରିବାର ପକ୍ଷରୁ ଅନେକ ଖୋଯା ଖୋଜି କଲାପରେ ପାଇ ନଥିବାରୁ,ଶେଷରେ ଦମକଳ ବାହିନୀ କୁ ଖବର ଦିଆ ଯାଇଥିଲା।ଦମକଳ ବାହିନୀ ମଧ୍ୟ ବହୁତ ଖୋଯା ଖୋଜି କଲା ପରେ ମଧ୍ୟ ଶ୍ରୀପତି ଙ୍କୁ ପାଇନଥିଲେ।କିନ୍ତୁ ଆଜି ସକାଳୁ କିଛି ଲୋକ ଶୌଚ ପାଇଁ ଯାଇଥିବା ବେଳେ ।ଧର୍ମଦାଣ୍ଡି ଜୋର ନିକଟରେ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତ ଦେହକୁ ପାଇଥିଲେ।