This browser does not support the video element.
ରେମୁଣା: ସିନ୍ଧିଆ ପଞ୍ଚାୟତରେ ଅନୁଷ୍ଠିତ ଉଡା ପର୍ବରେ ଯୋଗଦେଲେ ସଦର ବିଧାୟକ
Remuna, Balasore | Apr 14, 2024
ସିନ୍ଧିଆ ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ଉଡା ପର୍ବରେ ଆଜି ସନ୍ଧ୍ୟାରେ ଯୋଗଦେଇଥିଲେ ସଦର ବିଧାୟକ। ବାଲେଶ୍ଵର ସଦର ନିର୍ବାଚନ ମଣ୍ଡଳୀ ସିନ୍ଧିଆ ଗ୍ରାମ ପଞ୍ଚାୟତରେ ଗ୍ରାମବାସୀଙ୍କ ଦ୍ୱାରା ଉଡା ପର୍ବ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ଏଥିରେ ଯୋଗଦେଇ ଏହି ପର୍ବ ବଞ୍ଚାଇ ରଖିବାକୁ ଆୟୋଜକଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଧାୟକଙ୍କ ସହ ଅନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।