This browser does not support the video element.
ଫୁଲବାଣୀ ସହର: ବାଟାଗୁଡା ଠାରେ ସାଇବର୍ କ୍ରାଇମ ସଚେତନତା କାଯ୍ୟକ୍ରମ ଅନୁଷ୍ଠିତ
Phulabani Town, Kandhamal | Aug 30, 2025
ବାଟାଗୁଡା ଠାରେ ସାଇବର୍ କ୍ରାଇମ ସଚେତନତା କାଯ୍ୟକ୍ରମ ଅନୁଷ୍ଠିତ,ଦିନକୁ ଦିନ ବିଭିନ୍ନ ମାଧ୍ୟମରେ ସାଇବର କ୍ରାଇମ ହେଉଛି ।ଯାହାଫଳରେ କି ଜନସାଧାରଣଙ୍କ ଟଙ୍କା ବିଭିନ୍ନ ଉପାୟରେ ହରିଲୁଟ ହେଉଥିବା ନଜିର ଅଛି lଗୋଟିଏ ପ୍ରକାର କହିବାକୁ ଗଲେ ବ୍ୟାଙ୍କରେ ଆମରି ଟଙ୍କା ଅସୁରକ୍ଷିତ ଅଟେ । ସାଧାରଣତଃ ମୋବାଇଲ ଫୋନରେ ଆସୁଥିବା ବିଭିନ୍ନ ଆପ୍ ବିଷୟରେ ଆମେ ଜାଣିନପାରି ଏହିସବୁ ଠକାମିର ଶୀକାର ହେଉଛନ୍ତି ।କିଛି ଠକ ଲୋକଙ୍କ ସରଳତାର ଫାଇଦା ଉଠାଇ ଓଟିପି ମାଧ୍ୟମରେ ବ୍ୟାଙ୍କ ଖାତାରୁ ଜମାରାଶି ସହଜରେ ଲୁଟି ନେଉଥିବା ବିଭିନ୍ନ ସାଇବ